ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ମୋ ବସ୍ରେ ମାଗଣା ଯାତ୍ରା କରିବେ ଦିବ୍ୟାଙ୍ଗ ଯାତ୍ରୀ । ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଦୃଷ୍ଟିହୀନ, ମାନସିକ ଭିନ୍ନକ୍ଷମ ଯାତ୍ରୀ ମାଗଣା ଯାତ୍ରା କରିପାରିବେ । ସେହିପରି ତାଙ୍କ ସହ ଯାତ୍ରା କରୁଥିବା ପରିବାର ଲୋକଙ୍କ ପାଇଁ ବି ୫୦ ପ୍ରତିଶତ ଟିକଟ ଫ୍ରି ରହିବ । ସେହିପରି ଏଡ୍ସ ଅନ୍ୟ ଦିବ୍ୟାଙ୍ଗ ଯାତ୍ରୀ ମାନଙ୍କ ପାଇଁ ମଧ୍ୟ ଟିକେଟ ଫ୍ରି କରାଯାଇଛି ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..