ରିପୋର୍ଟ କାର୍ଡ / କଟକ
କାର୍କୁ ଧକ୍କା ମୋ ବସ୍ ଦେଇଛି । ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିନାହିଁ। ଏହି ଦୁର୍ଘଟଣା କଟକ ଜିଲ୍ଲା ବାରଙ୍ଗ ଛକରେ ଘଟିଛି। ଆଜି ସକାଳେ ଏକ କାର୍ କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ମୋ ବସ୍ କାର୍କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ମୋ ବସ୍କୁ ଅଟକ ରଖିଥିଲେ।





More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……