Report Card Odisha

| Daily Odia News

ପୁରୀରେ ଆରମ୍ଭ ହେବ ‘ମୋ ବସ୍’ ସେବା….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ପୁରୀ ସହରରେ ଆରମ୍ଭ ହେବ ‘ମୋ ବସ୍’ ସେବା | ଏପ୍ରିଲ ୧ ରୁ ‘ମୋ ବସ୍’ ସେବା ଆରମ୍ଭ ହେବା ନେଇ କ୍ରୁଟର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀରେ ୫୨ ଓ ୫୩ ନମ୍ବର ରୁଟରେ ‘ମୋ ବସ୍’ ସେବା ଆରମ୍ଭ ହେବ|

 

Breaking News