ଆମ ସହର ପୁରୀରେ ଆରମ୍ଭ ହେବ ‘ମୋ ବସ୍’ ସେବା…. Report Card Bureau March 29, 2022 ରିପୋର୍ଟ କାର୍ଡ / ଭୁବନେଶ୍ଵରପୁରୀ ସହରରେ ଆରମ୍ଭ ହେବ ‘ମୋ ବସ୍’ ସେବା | ଏପ୍ରିଲ ୧ ରୁ ‘ମୋ ବସ୍’ ସେବା ଆରମ୍ଭ ହେବା ନେଇ କ୍ରୁଟର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀରେ ୫୨ ଓ ୫୩ ନମ୍ବର ରୁଟରେ ‘ମୋ ବସ୍’ ସେବା ଆରମ୍ଭ ହେବ| Continue ReadingPrevious ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ୍…..Next ଆସାମ-ମେଘାଳୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନ……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ବଡ଼ ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ….. April 18, 2026 Report Card Bureau ଆମ ସହର ରାଜ୍ୟ ଭରତପୁରରେ ବୁଲିଲା ବୁଲଡୋଜର….. April 17, 2026 Report Card Bureau ଆମ ସହର ରାଜ୍ୟ ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର….. April 13, 2026 Report Card Bureau
More Stories
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..