ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ରେ ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଯୋଜନାର ନାମ ପରିବର୍ତ୍ତନ ହୋଇଛି | ଏହା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଏସକେୱାଇ -ଗୋପବନ୍ଧୁ ଜନଆରୋଗ୍ଯ ଯୋଜନା (୫୪୫୦ କୋଟି)
ଲାଗୁହେଲା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ଯ ଯୋଜନା
କାଳିଆ ଯୋଜନା-ସିଏମ କିଷାନ ଯୋଜନା (୧୯୩୫ କୋଟି)
ମୋ ସ୍କୁଲ ଯୋଜନା-ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ(୩୨୨ କୋଟି ଟଙ୍କା)
ଆମ ଓଡ଼ିଶା ନବୀନ ଓଡ଼ିଶା-ବିକଶିତ ଗାଁ ବିକଶିତ ଓଡ଼ିଶା
ମିଲେଟ ମିଶନର-ଶ୍ରୀଅନ୍ନ






More Stories
ପୁଣି ଲଘୁଚାପ ସମ୍ଭାବନା…..
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
୧୦ ଜିଲ୍ଲାରେ ହେବ ନିଯୁକ୍ତି……