ରିପୋର୍ଟ କାର୍ଡ / କଟକ
କଟକ ରେଲୱେ ଷ୍ଟେସନରୁ ଧରାପଡିଛି ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍ । ରେଲୱେ ଷ୍ଟେସନରେ ଯାଞ୍ଚ ବେଳେ ଉମର ଫାରୁକ ଆରପିଏଫ୍ ହାତରେ ଧରାପଡ଼ିଛନ୍ତି । ତେବେ ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ଉମରର ନାଁ ଥିଲା । ମିଳିଥିବା ସୂଚନା ଅନୁସାରେ- ଅନ୍ୟ ରାଜ୍ୟକୁ ଯାଉଥିବା ସମୟରେ ଉମରକୁ ଗିରଫ କରିଛି କଟକ ରେଳବାଇ ପୋଲିସ । ତେଲେଙ୍ଗାନାରେ ଉମର ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ଉମରକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ତେଲେଙ୍ଗାନା ପୋଲିସ ।






More Stories
ବଢ଼ିବ ତାତି: ପାରଦ ଟପିବ ୪୩ ଡିଗ୍ରୀ…..
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..