ରିପୋର୍ଟ କାର୍ଡ / ବରଗଡ଼
ବ୍ଲେଡରେ ତଣ୍ଟି କାଟି ମାଆକୁ ହତ୍ୟା କଲା ପୁଅ। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ବରଗଡ଼ ବରପାଲି ଥାନା କୁମ୍ଭାରୀ ଗାଁରେ| ସାମାନ୍ୟ ଘରୋଇ କଳିରୁ ଘଟିଛି ଏଭଳି ହତ୍ୟା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ପୁଲିସ ମା’ର ମୃତଦେହକୁ ଜବତ ସହ ପୁଅକୁ ଗିରଫ କରିଥିଲା। ପୁଅର ମାନସିକ ବିକୃତି ଯୋଗୁ ସେ ଏଭଳି କାଣ୍ଡ ଭିଆଇଥିବା ଆଲୋଚନା ହେଉଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….