ରିପୋର୍ଟ କାର୍ଡ / ଉମରକୋଟ
ନବରଙ୍ଗପୁର ଉମରକୋଟରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ବୁର୍ଜା ପମ୍ପ ହାଉସ୍ ଫ୍ୟାନରେ ଗୋଟିଏ ଦଉଡିରେ ଦୁଇ ମୃତଦେହ ଝୁଲିରହିଛି। ମୃତ ଯୁବକ ପମ୍ପ ହାଉସ୍ରେ ଠିକା କର୍ମଚାରୀ ଭାବେ କାମ କରୁଥିବା ଜଣାପଡିଛି। ଏବଂ ଯୁବତୀ ଜଣକ ପାଖ ଗାଁର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା କିମ୍ବା ଆତ୍ମହତ୍ୟା ସେ ନେଇ କୌଣସି ସୂଚନା ମିଳିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି |






More Stories
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..