ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଗକୁ ଆସୁଛି ଶୀତଦିନ | ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଷ୍ଟେଟ୍ ବଟାନିକାଲ ଗାର୍ଡେନ ପାଇଁ ନୂଆ ସମୟ ନିର୍ଦ୍ଧାରିତ କରାଯାଇଛି । ଏନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି । ନୂଆ ସମୟ ଅନୂଯାୟୀ ସାପ୍ତାହିକ ସୋମବାରକୁ ଛାଡ଼ି ଅନ୍ୟ ଦିନରେ ସକାଳ ୮ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନ ଖୋଲାରହିବ। ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲିପାରିବେ । ପୂର୍ବରୁ ସକାଳ ୮ଟାରୁ ସନ୍ଧ୍ୟା ୬ ଟା ଥିବା ବେଳେ ଶୀତଦିନ ପାଇଁ ଏହି ସମୟକୁ ଏକ ଘଣ୍ଟା କମ୍ କରାଯାଇଛି । ତେବେ ଏହି ନିୟମ ୧ ଅକ୍ଟୋବର ୨୦୨୨ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..