ରିପୋର୍ଟ କାର୍ଡ / ନରସିଂହପୁର
ଭିଜିଲାନ୍ସ ଜାଲରେ ନରସିଂହପୁର ଥାନା ଆଇଆଇସି | ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଇଆଇସି ଅଲେଖ କୁମାର ଗରଡିଆ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ଆଇଆଇସି ଏକ ମାମଲାର ରଫାଦଫା କରିବାକୁ ଯାଇ ଲାଞ୍ଚ ନେଉଥିଲେ । ୧୫ ଜଣିଆ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ନରସିଂହପୁର ଥାନା ଆଇଆଇସି ।
More Stories
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..
ୟୁଟ୍ୟୁବର ହତ୍ୟା ମାମଲା:୩ ଗିରଫ, ଛୁରୀ ଜବତ…..