ରିପୋର୍ଟ କାର୍ଡ / କଟକ
କଟକରେ ଉଦଘାଟିତ ହେଲା ଆଉ ଏକ ନୂଆ ଥାନା । ଆଜି କଟକ ସହରାଞ୍ଚଳ ପୋଲିସର ସିଆରଆରଆଇ ଥାନାକୁ ଉଦ୍ଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ। ଏହାକୁ ମିଶାଇ କଟକ ସହରରେ ମୋଟ ୨୨ଟି ଥାନା କାର୍ଯ୍ୟ କରିବ । ଏହି ଥାନା ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ ସମସ୍ୟାର ସମାଧାନ ହେବ | ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ବୋଲି ଆଶା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ।






More Stories
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..