Report Card Odisha

| Daily Odia News

ମୋଦୀ ସରକାର କ୍ୟାବିନେଟରେ ସାମିଲ ହେଲେ ଶାହ, ଗଡକରୀ, ଧର୍ମେନ୍ଦ୍ର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଦିଙ୍କ ୭୨ ଜଣିଆ ମନ୍ତ୍ରୀ ମଣ୍ଡଳ ଶପଥ ନେଇଛନ୍ତି | ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି | ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରାୟ ୯ ହଜାରରୁ ଅଧିକ ଅତିଥି ଯୋଗଦେଇ ଥିଲେ |

କ୍ୟାବିନେଟ ମନ୍ତ୍ରୀଭାବେ-

ରାଜନାଥ ସିଂହ

ଅମିତ ଶାହା

ନିତିନ ଗଡ଼କରି

ଜଗତ ପ୍ରକାଶ ନଡ୍ଶା

ଶିବରାଜ ସିଂହ ଚୌହାନ

ନିର୍ମଳା ସୀତାରମଣ

ଶୁଭ୍ରମନ୍ୟମ ଜୟଶଙ୍କର

ମନୋହର ଲାଲ ଖଟ୍ଟର

ହରଡ଼ାନାହାଲି ଦେବଗୌଡ଼ା କୁମାର ସ୍ବାମୀ

ପିୟୁଷ ବେଦପ୍ରକାଶ ଗୋୟଲ

ଧମେନ୍ଦ୍ର ପ୍ରଧାନ

ଜିତନ ରାମ ମାନଝି

ରାଜୀବ ରଞ୍ଜନ ସିଂହ

. ସର୍ବାନନ୍ଦ ସୋନୱାଲ

ଡ.ବୀରେନ୍ଦ୍ର କୁମାର

କିଞ୍ଜାରାପୁ ରାମମୋହନ ନାଇଡୁ

ପ୍ରହ୍ଲାଦ ଯୋଶୀ

ଜୁଏଲ ଓରାମ

ଗିରିରାଜ ସିଂହ

ଅଶ୍ବିନୀ ବୈଷ୍ଣବ

ଜ୍ୟୋତିରାଦିତ୍ୟ ମାଧବରାଓ ସିନ୍ଧିଆ

ଭୁପେନ୍ଦ୍ର ଯାଦବ

ଗଜେନ୍ଦ୍ର ସିଂହ ଶେଖାୱତ

ଅନ୍ନପୂର୍ଣ୍ଣା ଦେବୀ

କିରଣ ରିଜିଜୁ

ହରଦୀପ ସିଂ ପୁରୀ

ଡ.ମନସୁଖ ମାଣ୍ଡଭି

ଗଙ୍ଗାପୁରମ କିଷନ ରେଡ୍ଡୀ

ଚିରାଗ ପାଶ୍ବାନ

ଚନ୍ଦକାନ୍ତ ରଘୁନାଥ ପାଟିଲ

ଇନ୍ଦ୍ରଜିତ ସିଂ

ଡ.ଜିତେନ୍ଦ୍ର ସିଂହ

ରାଷ୍ଟ୍ରମନ୍ତ୍ରୀ:

ପ୍ରତାପ ରାଓ ଗଣପଥ ରାଓ ଯାଦବ

ଜୟନ୍ତ ଚୌଧୁରୀ

ଜିତେନ୍ଦ୍ର ପ୍ରସାଦ

ଶ୍ରୀପଦ ନାୟକ

ପଙ୍କଜ ଚୌଧୁରୀ

କ୍ରିଷ୍ଣନ ପାଲ ଗୁଜର

ରାମଦାସ ଅଠାୱଲେ

ରାମନାଥ ଠାକୁର

ନିତ୍ୟାନନ୍ଦ ରାୟ

ଅନୁପ୍ରିୟା ପଟେଲ

ବି.ସୋମନ୍ନା

ଡ. ପେମ୍ମାସାନି ଚନ୍ଦ୍ରଶେଖର

ପ୍ରଫେସର ସତ୍ୟ ପାଲ ସିଂହ ବାଘେଲ

ଶୋଭା କରଣ୍ଡଲାଜେ

କୀର୍ତ୍ତିବର୍ଦ୍ଧନ ସିଂହ

ବି.ଏଲ.ବର୍ମା

ଶାନ୍ତନୁ ଠାକୁର

ସୁରେଶ ଗୋପୀ

ଡ.ଏଲ. ମୁରୁଗନ

ଅଜୟ ଟମଟା

ବନ୍ଦି ସଞ୍ଜୟ କୁମାର

କମଲେଶ ପାଶ୍ବାନ

ଭାଗୀରଥ ଚୌଧୁରୀ

ସତିଶ ଚନ୍ଦ୍ର ଦୁବେ

ସଞ୍ଜୟ ସେଠ

ରବନୀତ ବିଟ୍ଟୁ

ଦୁର୍ଗାଦାସ ୱିକେ

ରକ୍ଷା ନିଖିଲ ଖଡଗେ

ସୁକାନ୍ତ ମଜୁମଦାର

ସାବିତ୍ରୀ ଠାକୁର

ତୋଖନ ସାହୁ

ରାଜଭୂଷଣ ଚୌଧୁରୀ

ଭୂପତି ରାଜୁ ଶ୍ରୀନିବାସ

ହର୍ଷ ମାଲହୋତ୍ରା

ନିମୁବେନ ବାମଭାନିଆ

ମୁରଲୀଧର ମୋହୋଲ

ଜର୍ଜ କୁରିୟନ

ପବିତ୍ର ମାର୍ଗେରିଟା

Breaking News