ରିପୋର୍ଟ କାର୍ଡ / ଭୁବନେଶ୍ୱର
‘ବିଜେଡି ସହ କୌଣସି ପ୍ରକାର ମେଣ୍ଟର ହେବନାହିଁ। କୌଣସି ବି ପରିସ୍ଥିତିରେ ସାଲିସ କରିବ ନାହିଁ ବିଜେପି। ଦଳ ସମସ୍ତ ବିଧାନସଭା ଓ ଲୋକସଭା ସିଟ୍ରେ ଏକାକୀ ଲଢ଼ିବ, ଆଉ ଲଢ଼େଇ ଜୋରଦାର ହେବ ।’ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଇଥିବା ବିଜେପିର ପଦାଧିକାରୀ ବୈଠକରେ କର୍ମୀଙ୍କ ଦ୍ୱନ୍ଦ୍ୱ ଦୂର କରି ଏପରି ଭାଷଣ ଦେଇଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ପଦାଧିକାରୀ ବୈଠକ ପରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ବିଜେଡି-ବିଜେପି ମେଣ୍ଟ ହେବନି । ବିଜେଡି ସହ ୱାନ ଟୁ ୱାନ୍ ଫାଇଟ୍ ହେବ। ୨୧ ଲୋକସଭା, ୧୪୭ ବିଧାନସଭାରେ ବିନା ସାଲିସରେ ଲଢ଼ିବୁ।’






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..