ବଡ଼ ଖବର ରାଜ୍ୟ ନଭେମ୍ବର ୧୧ ରେ ନୂଆପଡ଼ା ଉପନିର୍ବାଚନ….. Report Card Bureau October 6, 2025 ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ୧୮ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ସୋମବାର ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।Continue ReadingPrevious ହୋଟେଲ୍ରେ ସାଙ୍ଗଙ୍କୁ ପ୍ରେମିକଙ୍କ ସହ ଦେଖିଦେଲେ ପ୍ରେମିକା…..Next ଏସବୁ ଜିଲ୍ଲାରେ ନୂଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ….. March 27, 2026 Report Card Bureau 1 min read ରାଜ୍ୟ ମଦ ଦୋକାନ ପାଇଁ ହେବ ଲଟେରୀ…. March 27, 2026 Report Card Bureau ରାଜ୍ୟ ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ….. March 27, 2026 Report Card Bureau
More Stories
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..
ମଦ ଦୋକାନ ପାଇଁ ହେବ ଲଟେରୀ….
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..