ବଡ଼ ଖବର ରାଜ୍ୟ ନଭେମ୍ବର ୧୧ ରେ ନୂଆପଡ଼ା ଉପନିର୍ବାଚନ….. Report Card Bureau October 6, 2025 ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ୧୮ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ସୋମବାର ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।Post navigationPrevious ହୋଟେଲ୍ରେ ସାଙ୍ଗଙ୍କୁ ପ୍ରେମିକଙ୍କ ସହ ଦେଖିଦେଲେ ପ୍ରେମିକା…..Next ଏସବୁ ଜିଲ୍ଲାରେ ନୂଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍…. October 3, 2026 Report Card Bureau 1 min read ରାଜ୍ୟ ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ….. October 3, 2026 Report Card Bureau ରାଜ୍ୟ ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ….. October 2, 2026 Report Card Bureau
More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..