ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ସମସ୍ତ ଯାତ୍ରା ପାର୍ଟି ମାଲିକଙ୍କୁ ନିର୍ଦେଶ ଦେଇଛନ୍ତି। ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ କରିବା ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ ଦେଇଥିବା ନିର୍ଦେଶରେ ସେ ଉଲ୍ଲେଖ କରିଛନ୍ତି। ବିଏମସି କମିଶନର କହିଛନ୍ତି ଯେ ସ୍ଥାୟୀ ଆଲୋକୀକରଣ ଓ ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ।ମାର୍ଗଦର୍ଶିକା ଅନୁସାରେ ଯାତ୍ରା ପରିବେଷଣ ହେବ ବୋଲି ବିଏମସି କମିଶନର ପ୍ରକାଶ କରିଛନ୍ତି।
More Stories
ସୋନିଆଙ୍କ ବିରୋଧରେ ମାମଲା ଦାଏର…..
ସୋସିଆଲ୍ ମିଡିଆ ଅପପ୍ରଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଅତିଥି ବେଶରେ ଆସି ଲୁଟିନେଲେ…..