ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ସମସ୍ତ ଯାତ୍ରା ପାର୍ଟି ମାଲିକଙ୍କୁ ନିର୍ଦେଶ ଦେଇଛନ୍ତି। ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ କରିବା ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ ଦେଇଥିବା ନିର୍ଦେଶରେ ସେ ଉଲ୍ଲେଖ କରିଛନ୍ତି। ବିଏମସି କମିଶନର କହିଛନ୍ତି ଯେ ସ୍ଥାୟୀ ଆଲୋକୀକରଣ ଓ ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ।ମାର୍ଗଦର୍ଶିକା ଅନୁସାରେ ଯାତ୍ରା ପରିବେଷଣ ହେବ ବୋଲି ବିଏମସି କମିଶନର ପ୍ରକାଶ କରିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..