Report Card Odisha

| Daily Odia News

ବିଦେଶରେ ଓଡ଼ିଆ ଯୁବକଙ୍କୁ ଅପହରଣ …..

ରିପୋର୍ଟ କାର୍ଡ / ଗଞ୍ଜାମ

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପୃହତ ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି। ତେବେ ଅପହୃତ ଯୁବକ ଜଣକ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ୨ ଦିନ ତଳେ ମାଲିରେ ୩ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି ଅଲକାଏଦା ଆତଙ୍କବାଦୀ।

Breaking News