ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନାର ସ୍ଥିତି ସ୍ଥିର ରହିଛି | ଓଡ଼ିଶାରେ ଥାର୍ଜ ଓ୍ୱେଭ୍ ଆକଳନ କରାଯାଇଛି । କିନ୍ତୁ ତୃତୀୟ ଲହର ଆସିନାହିଁ । ଗତ କିଛି ଦିନ ଧରି ଏହି ଟ୍ରେଣ୍ଡ ଲାଗିରହିଛି । ଅନ୍ୟ କିଛି ରାଜ୍ୟରେ ବି ଏହି ସ୍ଥିତି ଲାଗିରହିଛି । ଆଶା ଆଗକୁ ସଂକ୍ରମଣ କମିବ। ଏଥିପାଇଁ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାକୁ ପଡ଼ିବ । ଥାର୍ଡ଼ ୱେଭ ଆକଳନ କରାଯାଇଛି କିନ୍ତୁ ଆସିନାହିଁ ।ଆମେ ବର୍ତ୍ତମାନ ସେକେଣ୍ଡ ୱେଭରେ ଅଛୁ । ମାଡ଼୍ରାସ ଇନଷ୍ଟିଚ୍ୟୁଟ ଯେଉଁ ଆର ଭ୍ୟାଲୁ କଥା କହୁଛି ତାହା ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ । ସଂକ୍ରମଣ କମିଥିବାରୁ କେମିତି ଆର ଭ୍ୟାଲୁ ଅଛି ବୋଲି କୁହାଯିବ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସି.ବି.କେ ମହାନ୍ତି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..