ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୁଷ ହକି ଓ୍ବାର୍ଲ୍ଡ କପ୍ ୨୦୨୩ର ଲୋଗୋ ଉନ୍ମୋଚିତ ହୋଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଲୋଗୋ ଉନ୍ମୋଚନ କରିଛନ୍ତି ।ଭୁବନେଶ୍ବର ଓ ରାଉରକେଲୋରେ ବିଶ୍ବକପର ମ୍ୟାଚ୍ ଖେଳାଯିବ । ଗୁରୁବାର FIH ପ୍ରୋ-ଲିଗ୍ର ଭାରତ-ଜର୍ମାନୀ ମ୍ୟାଚ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଲୋଗୋର ଉନ୍ମୋଚନ କରିଥିବା ସୂଚନା ମିଳିଛି ।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ପ୍ରଭାତୀଙ୍କ ବିରୁଦ୍ଧରେ ଏକାଠି ହେଲେ ସମୀରଙ୍କ ଗୋଷ୍ଠୀ……