ରାଜ୍ୟ ବଦଳିବ ରିଲିଫ୍ର ନାଁ….. Report Card Bureau September 22, 2024 ରିପୋର୍ଟ କାର୍ଡ / ଭୁବନେଶ୍ୱରରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି ରିଲିଫ୍ କୋଡ୍ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ ରିଲିଫ୍ ନୁହେଁ, ଏହାକୁ ବିପର୍ଯ୍ୟୟ ଅଧିକାର ରାଶି କୁହାଯିବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି।Post navigationPrevious ଭିଜିଲାନ୍ସ ଜାଲରେ ୨ ପୋଲିସ ଅଧିକାରୀ…..Next ୮ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତ….Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ଡାକ୍ତର ଆନ୍ଦୋଳନ ସ୍ଥଗିତ….. July 4, 2026 Report Card Bureau 1 min read ରାଜ୍ୟ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….. July 4, 2026 Report Card Bureau ରାଜ୍ୟ ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ…… July 4, 2026 Report Card Bureau
More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……