ରିପୋର୍ଟ କାର୍ଡ / ଭୁବନେଶ୍ବର
କୋଭିଡର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି ଭ୍ୟାରିଆଣ୍ଟରେ ଓମିକ୍ରନ ଅଧିକ ରହିଛି । ଆଜି କୋଭିଡ୍ ର ଭ୍ୟାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କହିଛନ୍ତି, ଓମିକ୍ରନ ପ୍ରଭାବ କଥା ଯଦି ଦେଖିବା ତେହେଲେ ରାଜ୍ୟରେ ଏହା ଅଧିକ ସିରିୟସ ହୋଇ ରହିବ ନାହିଁ । ଓମିକ୍ରନ ଭ୍ୟାରିଆଣ୍ଟରେ ଯେପରି ଅନ୍ୟ ଦେଶ ବା ରାଜ୍ୟରେ କେଶ କମୁଛି, ସେପରି ଆମ ରାଜ୍ୟରେ କେଶ କମିବ ବୋଲି ଆଶା ରହିଛି । ମୋଟାମୋଟି କହିବାକୁ ଗଲେ ଆମ ରାଜ୍ୟରେ ସ୍ଥିତି ଧୀରେ ଧୀରେ ଭଲ ଆଡକୁ ଆସୁଛି ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..