ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପ୍ରତେକଦିନ ପେଟ୍ରୋଲ ଡିଜେଲ୍ ଦର ହୁହୁ ହୋଇ ବୃଦ୍ଧି ପାଉଛି । ହେଲେ ସେହି ସମୟରେ ମହାରାଷ୍ଟ୍ର ଶୋଲାପୁରରେ ଥିବା ଏକ ପେଟ୍ରୋଲ ପମ୍ପରେ ଏକ ଟଙ୍କାରେ ଏକ ଲିଟର ପେଟ୍ରୋଲ ଦିଆଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ନାହିଁ ନଥିବା ଭିଡ ଦେଖିବା ପାଇଁ ମିଳିଥିଲା । ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଅବସରରେ ଡକ୍ଟର ଆମ୍ବେଦକର ଷ୍ଟୁଡେଣ୍ଟସ୍ ଆଣ୍ଡ ୟଥ୍ ପାନ୍ଥରସ୍ ଅର୍ଗାନାଇଜେସନ୍ ପକ୍ଷରୁ ଶସ୍ତାରେ ପେଟ୍ରୋଲ ଯୋଗାଇ ଦେଇଥିଲେ ।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..
ଆଜିଠାରୁ ଜନଗଣନା…..