ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପ୍ରତେକଦିନ ପେଟ୍ରୋଲ ଡିଜେଲ୍ ଦର ହୁହୁ ହୋଇ ବୃଦ୍ଧି ପାଉଛି । ହେଲେ ସେହି ସମୟରେ ମହାରାଷ୍ଟ୍ର ଶୋଲାପୁରରେ ଥିବା ଏକ ପେଟ୍ରୋଲ ପମ୍ପରେ ଏକ ଟଙ୍କାରେ ଏକ ଲିଟର ପେଟ୍ରୋଲ ଦିଆଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ନାହିଁ ନଥିବା ଭିଡ ଦେଖିବା ପାଇଁ ମିଳିଥିଲା । ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଅବସରରେ ଡକ୍ଟର ଆମ୍ବେଦକର ଷ୍ଟୁଡେଣ୍ଟସ୍ ଆଣ୍ଡ ୟଥ୍ ପାନ୍ଥରସ୍ ଅର୍ଗାନାଇଜେସନ୍ ପକ୍ଷରୁ ଶସ୍ତାରେ ପେଟ୍ରୋଲ ଯୋଗାଇ ଦେଇଥିଲେ ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..