Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କଲେ OYO ପ୍ରତିଷ୍ଠାତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି OYOର ପ୍ରତିଷ୍ଠାତା | ଓଡ଼ିଶାରେ ଜନ୍ମିତ ତଥା ହୋଟେଲ ଚେନ୍‌ OYOର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବାହା ହେବାକୁ ଯାଉଛନ୍ତି। ଏଥିପାଇଁ ସେ ତାଙ୍କ ମା’ ଓ ଭାବୀ ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ବାହାଘରକୁ ନିମନ୍ତ୍ରଣ କରିଛନ୍ତି। ୨୯ ବର୍ଷୀୟ ଏହି ଯୁବ ଉଦ୍ୟୋଗୀ ଜଣଙ୍କ ଚଳିତ ବର୍ଷ ମାର୍ଚ୍ଚ ମାସରେ ବାହା ହେବେ। ରିତେଶ ତାଙ୍କ ଇନଷ୍ଟାଗ୍ରାମରେ ମୋଦିଙ୍କ ସହ ଭେଟଘାଟ ବେଳର ଫଟୋ ଶେୟାର କରିଛନ୍ତି। ଏ

Breaking News