ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ରାଜପୁରାରେ ଆଜି ଏକ ବିସ୍ଫୋରଣ ଘଟିଛି । ରାଜପୁରା ସନ୍ଥନଗରରେ ବିସ୍ଫୋରଣ ଘଟି ୪ ଜଣ ଶିଶୁ ଆହତ ହୋଇଛନ୍ତି। ସଭିଁଙ୍କ ବୟସ ୬ ରୁ ୧୨ ବର୍ଷ ହେବ। ଉକ୍ତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ଏଯାଏଁ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ଜୋରରେ ହୋଇଥିବାରୁ କକ୍ଷକୁ ଲାଗିଥିବା ସମସ୍ତ ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାଣ କାରଣରୁ ବିସ୍ଫୋରଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।






More Stories
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ, ଶୁକ୍ରବାର ଆସିବ କୋର୍ଟଙ୍କ ନିଷ୍ପତ୍ତି….
ଆଜି ଆସିବ ବିହାର ନିର୍ବାଚନ ଫଳାଫଳ…..
ଏକ୍ଜିଟ୍ ପୋଲ୍କୁ ଖାରଜ କଲେ ତେଜସ୍ୱୀ ଯାଦବ…..