ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଟ୍ରେନ-ବୋଲେରୋ ଦୁର୍ଘଟଣା। ବୋଲେରୋକୁ ପ୍ରାୟ ୩୦ ମିଟର ଘୋଷାଡ଼ି ନେଲା ମାଲବାହୀ ଟ୍ରେନ। ତେବେ ଅଳ୍ପକେ ବର୍ତ୍ତିଗଲେ ବୋଲୋରୋରେ ଥିବା କର୍ମଚାରୀମାନେ। MCHP କ୍ୟାଣ୍ଟିନ ନିକଟରେ ହୋଇଛି ଏହି ଦୁର୍ଘଟଣା | କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ବୋଲେରୋଟି ରେଳ ଧାରଣା ଅତିକ୍ରମ କରୁଥିଲା। ବୋଲେରୋ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….