ରିପୋର୍ଟ କାର୍ଡ / ଭୁବନେଶ୍ବର
ବଡ ପଦବୀରେ ରହି ଛୋଟ ପଦବୀର ଲୋକଙ୍କୁ ଅବ୍ୟହାର କରିଥିବା ଅଭିଯୋଗ ହୋଇଛି |ଏମିତି ଏକ ଅଭିଯୋଗ ଆଣିଛନ୍ତି ଜିଲ୍ଲାପଳଙ୍କ ପିଏ । ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ପିଏ ହେମନ୍ତ ଭୋଇ । ଅଭିଯୋଗର କାରଣ ଦର୍ଶାଇ ସେ କହିଛନ୍ତି ଯେ, ଜିଲ୍ଲାପଳ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ସେ ତାଙ୍କୁ ଟିକେ ଟିକେ କଥାରେ ଗାଳିଗୁଲଜ କରିବା ସହିତ ଜାତିଆଣା ଅପେକ୍ଷା କରି ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ଦୀର୍ଘ ଦୁଇମାସ ଧରି ଏମିତି ଗାଳିଗୁଲଜ କରି ମାନସିକ ନିର୍ଜାତନା ଦେଉଥିବାରୁ ହେମନ୍ତଙ୍କ ସ୍ତ୍ରୀ ଏନେଇ ଥାନାରେ ଏତଲା ଦେଇଛନ୍ତି । ହେମନ୍ତ ନିଜେ କହିଁଛନ୍ତି ଯେ, ମୋର ଯଦି କିଛି ହୋଇଯାଏ ତେବେ ଏଥିପାଇଁ ଦାୟୀ ରହିବେ ଜିଲ୍ଲାପାଳ ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..