Report Card Odisha

| Daily Odia News

ପିତାମ୍ବର ଆଚାର୍ଯ୍ୟ ହେଲେ AG ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ(ଏଜି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଆଜି ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ନୂଆ ଏଜି ଭାବେ ରାଜ୍ୟପାଳ ରଘୁବର ଦାସ ନିଯୁକ୍ତି ଦେଇଥିବା ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Breaking News