Report Card Odisha

| Daily Odia News

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ କହିଛନ୍ତି, ସାଧାରଣତନ୍ତ୍ର ଦିବସ ପାଇଁ ଅନେକ ଅନେକ ଶୁଭେଚ୍ଛା । ଏଥର ଏହି ଉତ୍ସବ ମଧ୍ୟ ସ୍ବତନ୍ତ୍ରସ୍‌, କାରଣ ଆମେ ଏହାକୁ ସ୍ବାଧୀନତାର ଅମୃତ ମହୋତ୍ସବ ସମୟରେ ପାଳନ କରୁଛୁ। ଦେଶର ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆମେ ମିଳିତ ଭାବରେ ଆଗକୁ ବଢିବାକୁ ଚାହୁଁଛୁ।

Breaking News