ରିପୋର୍ଟ କାର୍ଡ / ଭୁବନେଶ୍ୱର
କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନଙ୍କ କାର୍ଯ୍ୟକାଳର ଗୁମର ଖୋଲିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ସୁଜାତାଙ୍କ ବିଭାଗ ଫେଲ ମାରୁଥିବା ପରୋକ୍ଷରେ କହିଛନ୍ତି ପ୍ରତାପ। ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ବିଳମ୍ବକୁ ନେଇ ପରୋକ୍ଷରେ ସୁଜାତାଙ୍କ ମୁଖା ଖୋଲିଛନ୍ତି ପ୍ରତାପ। ସେ କହିଛନ୍ତି, ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ବିଳମ୍ବ ହେବା ଚିନ୍ତାର ବିଷୟ। ବିଧାୟକ, ଏମ୍ପି ଏବଂ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ ପାଇଁ ପ୍ରତାପ ପରାମର୍ଶ ଦେଇଛନ୍ତି। ଅତୀତ ସରକାରରେ ଫେଲ୍ ମାରିବା ଆମେ ଦେଖିଛୁ। ବିଗତ ସରକାର ପରି ଆପଣ ମଧ୍ୟ ଫେଲ୍ ମାରିବେ ବୋଲି ପ୍ରତାପ କହିଛନ୍ତି।






More Stories
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..
ମଦ ଦୋକାନ ପାଇଁ ହେବ ଲଟେରୀ….
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..