ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ଵରରେ ହେବାକୁ ଥିବା ଡିଜିପି କନଫରେନ୍ସକୁ ଆସି ଓଡ଼ିଶାରେ ୩ ଦିନ ରହିବେ ପ୍ରଧାନମନ୍ତ୍ରୀ ମୋଦୀ। ଏନେଇ ସୋମବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ୨୯ ତାରିଖରେ ଓଡ଼ିଶା ଆସି ୩୦ ଓ ୧ ତାରିଖରେ କନଫରେନ୍ସରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଲୋକସେବା ଭବନ କନ୍ଫରେନ୍ସ ହଲରେ ନଭେମ୍ବର ୨୯ରୁ ଆରମ୍ଭ ହେବ ଏହି ୩ ଦିନିଆ କନଫରେନ୍ସ। ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ସର୍ବଭାରତୀୟ ପୋଲିସ ଡିଜି କନଫରେନ୍ସ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……