ରିପୋର୍ଟ କାର୍ଡ / କଳାହାଣ୍ଡି
“ମୋତେ ତୋ ସହ କେବଳ ଥରେ ସେକ୍ସ କରିବାର ଅଛି, ଆଉ ସେଥିପାଇଁ ତୋ ଶରୀର ସେତିକି ସକ୍ଷମ ହେଲାଣି ତ | ମୋ କଥା ନ ମାନିଲେ ତୋ ଫଟୋ ସବୁ ଏଡିଟ୍ କରି ଭାଇରାଲ୍ କରିଦେବି” । ସ୍କୁଲ୍ ର ଏକ ନବମ ଶ୍ରେଣୀ ଛାତ୍ରୀଙ୍କୁ ଏପରି କିଛି ଅଶ୍ଳୀଳ ମେସେଜ୍ କରିଛନ୍ତି ପ୍ରିନ୍ସିପାଲ୍ ସାର୍ । ଆଉ କିଛି ଏପରି ମେସେଜ୍ ରହିଛି ଯାହା ଆପଣ ମାନଙ୍କୁ କହି ହେବ ନାହିଁ । ଛାତ୍ରୀଙ୍କୁ ଅସଦାଚରଣ କରି ଥାନାରେ ଅଟକ ରହିଛନ୍ତି ଏହି ପ୍ରିନ୍ସିପାଲ୍ ସାର୍ । ଛାତ୍ରୀଙ୍କୁ ହ୍ୱାଟସଆପ୍ ରେ କରିଥିବା ସେକ୍ସ ଚାଟ୍ ଏବେ ନିଆଁ ଭଳି ଫୋନ୍ କୁ ଫୋନ୍ ଭାଇରାଲ୍ ହେବାରେ ଲାଗିଛି । ଶିକ୍ଷକଙ୍କ ଏଭଳି ଅସଦାଚରଣ ପରେ ଭବାନୀପାଟଣା ଟାଉନ୍ ଥାନାରେ ଅଭିଯୋଗ ପରେ ଅଟକ ଅଛନ୍ତି ଏହି କାମୁକ ପ୍ରିନ୍ସିପାଲ୍ ।






More Stories
ଶ୍ରୀମୟୀଙ୍କ ତେର୍ଚ୍ଛାବାଣ ବାଣ…..
ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା:ଏକପାଖିଆ ନିଷ୍ପତ୍ତି…..
ବିଜେଡି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀ…..