ରିପୋର୍ଟ କାର୍ଡ / କଟକ
କଟକ ଚୌଦ୍ୱାର ଜେଲରୁ ଦୁଇ ଜଣ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି । ଅଲଗା ଅଲଗା ସେଲରେ ଥିଲେ ଦୁଇ ଜଣ କଏଦୀ । ହେଲେ ଆରିରେ ରଡ୍ କାଟି କିପରି ବାହାରକୁ ପଳାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ବ୍ୟବହାର କରୁଥିବା କମଳକୁ ଦଉଡି କରି ପାଚେରୀ ଡେଇଥିଲେ ଚମ୍ପଟ ମାରିଥିବା କଏଦୀ । ଘଟଣା ତଦନ୍ତ କରିବା ପାଇଁ କଟକ ରେଞ୍ଜ ଡିଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଡିଜି ।






More Stories
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..
ମଦ ଦୋକାନ ପାଇଁ ହେବ ଲଟେରୀ….
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..