ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍ ନମ୍ବର ଜାରି କରାଯାଇଛି । ସଠିକ୍ ଭାବେ ଆବ୍ୟନ୍ତରୀଣ ଅଭିଯୋଗ କମିଟି (ଆଇଆଇସି) ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲପଲାଇନ୍ ନଂ ଜାରି ହୋଇଛି । ମହିଳା ହେଲପଲାଇନ ନଂ-୧୮୧, ଶିଶୁ ହେଲନଲାଇନ ନଂ-୧୦୯୮, ପୁଲିସ-୧୧୨, ସ୍କୁଲ ଛାତ୍ର ହେଲପଲାଇନ ନଂ-୧୮୦୦୩୪୫୬୭୨୨ ଜାରି ହୋଇଛି । ଭଲ ଭାବରେ ହେଲପଲାଇନ ନଂ ଲଗାଇବାକୁ ସବୁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି ।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..