ରିପୋର୍ଟ କାର୍ଡ / ଭୁବନେଶ୍ୱର
ରଥନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବ ବୋଲି ଆଜି ସରକାର ଘୋଷଣା କରିଛନ୍ତି । ପ୍ରତ୍ୟେକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ । ୫ଟି ପର୍ଯ୍ୟାୟରେ କରାଯିବ ଏହି ବୀମା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ରଥକଳା, ପହଣ୍ଡି, ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ବେଳେ ନିୟୋଜିତ ଥିବା ସମସ୍ତ ସେବକଙ୍କ ବାଇଁ ଏହି ବୀମା ଯୋଜନ କରାଯିବ ବୋଲି ସୂଚନା ମିଳିଛି ।






More Stories
ପ୍ରବଳରୁ ଅତି ପ୍ରବଳ ବର୍ଷା ;ଓଡିଶାକୁ ରେଡ୍ ୱାର୍ଣ୍ଣିଂ…..
ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର…..
ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ…..