ରିପୋର୍ଟ କାର୍ଡ / ବଲାଙ୍ଗିର
ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ଆଜି ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ରାଧେର ସ୍ତ୍ରୀ ଆଶା ଚଣ୍ଡୀ ପୋଲିସ୍ କୁ ହସ୍ତାନ୍ତର କରିଛି । ରାଧେର ଖଟ ତଳେ ଥିବା ଏକ ବ୍ୟାଗ୍ କୁ ଦେଇଛନ୍ତି ତାଙ୍କ ସ୍ତ୍ରୀ ଆଶା । ତେବେ ଏହି ବ୍ୟାଗ୍ ରୁ ମିଳିଛି ୩ ହଳ ମହିଳା ଡ୍ରେସ୍ ଏବଂ ଗୋଟିଏ ମୋବାଇଲ୍, ଚାର୍ଜର୍ ଏବଂ କିଛି ମେଡିସିନ୍ । ବ୍ୟାଗ୍ ରୁ ମିଳିଥିବା ଏହି ମୋବାଇଲ୍ ମମିତାଙ୍କର ହୋଇଥିବା ସନ୍ଦେହ କରାଯାଉଛି । ତେବେ ସୁରାଗ ହସ୍ତାନ୍ତର କରିବା ସମୟରେ ଆଶା ଚଣ୍ଡୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ନିର୍ଦ୍ଦୋଶ । ତାଙ୍କ ପାଖରେ ଯାହା ବି ସୁରାଗ ଥିଲା ଦେଇଦେଇଛନ୍ତି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……