ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବଲିଉଡ଼ର ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ ଙ୍କ ବିବାହ | ପଞ୍ଜାବୀ ରିତି ନୀତି ଅନୁସାରେ ହେବାକୁ ଥିବା ଏହି ବିବାହ ସମାରୋହର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ନିଜ ବିବାହକୁ ଗୋପନୀୟ ରଖିବାକୁ ଦୁଇ କଳାକାର ଓ ତାଙ୍କ ପରିବାର ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖୁବ୍ ଅଳ୍ପ ଲୋକ ବିବାହରେ ଉପସ୍ଥିତ ରହିବେ। କେବଳ କିଛି ଘନିଷ୍ଠ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ମୁମ୍ବଇର ପାଲି ହିଲ୍ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ବିବାହର ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଥିସହ ସନ୍ଧ୍ୟା ୭ଟା ସମୟରେ ସେମାନେ ମିଡିଆ ସାମ୍ନାକୁ ଆସିବେ ବୋଲି ଜଣାପଡ଼ିଛି।
More Stories
ଅଭିନେତାଙ୍କୁ ହତ୍ୟା ଧମକ……
‘ଗେମ୍ ଚେଞ୍ଜର’ ଓ ‘ପୁଷ୍ପା-୨’ ପ୍ରଯୋଜକଙ୍କ ଘରେ IT ରେଡ଼…..
ସଲମାନଙ୍କ ବାଲ୍କୋନୀରେ ଲାଗିଲା ବୁଲେଟ୍ପ୍ରୁଫ୍ କାଚ…..