Report Card Odisha

| Daily Odia News

ରଂଜିତ ପାତ୍ର ହେଲେ ଯୁବ କଂଗ୍ରେସର ନୂଆ ସଭାପତି……

ରିପୋର୍ଟ କାର୍ଡ / ଭୁବନେଶ୍ବର

ରଂଜିତ ପାତ୍ରଙ୍କୁ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି। ଏଆଇସିସି  ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ଆଜି ରଂଜିତଙ୍କୁ ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ଯୁବ କଂଗ୍ରେସ ଉପସଭାପତି ଭାବେ ଦାୟିତ୍ୱ ମିଳିଛି।

 

Breaking News