ରିପୋର୍ଟ କାର୍ଡ / ଖଲ୍ଲିକୋଟ
ଗଞ୍ଜାମ ରମ୍ଭା ପେଟ୍ରୋଲ ପମ୍ପ ନିକଟରେ ବସ୍ ଦୁର୍ଘଟଣା ହୋଇଛି । ଏନଏଚ୍ କାମ ଚାଲିଥିବା ଯୋଗୁ ଭାରସାମ୍ୟ ହରାଇ ବସ୍ ଓଲଟିପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଖଲ୍ଲିକୋଟ ଓ ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବସଟି ଚେନ୍ନାଇରୁ ଯାତ୍ରୀ ମାନଙ୍କୁ ଧରି ପୁରୀ ଆସିଥିଲା । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି ବୋଲି ଜଣାପଡ଼ିଛି । ବସ୍ରେ ମୋଟ୍ ୪୮ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..