ରିପୋର୍ଟ କାର୍ଡ / କଟକ
କଟକ ଚୌଦ୍ୱାର ଟାଙ୍ଗି ବନ୍ଦାଳସ୍ଥିତ ୫୫ ନମ୍ୱର ଜାତୀୟ ରାଜପଥରେ ଟ୍ରକ ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇ ଦୋର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇଛନ୍ତି । କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା ଶ୍ରୀକୁଞ୍ଜ ନାମକ ଯାତ୍ରୀବାହୀ ବସ୍ । ତେବେ ଦୁର୍ଘଟଣାରେ ମୃତାହତଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଆହତମାନଙ୍କୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସରେ ପାଖାପାଖି ୬୦ ଜଣ ଯାତ୍ରୀ ଥିବା ସୂଚନା ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..