ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଆ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁଙ୍କୁ ମିଳିଛି ଗୁରୁ ଦାୟିତ୍ଵ। ଜାମ୍ମୁକଶ୍ମୀର ପୋଲିସ ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ରଶ୍ମୀରଞ୍ଜନ। ବର୍ତ୍ତମାନ ଜାମ୍ମୁକଶ୍ମୀରର ଅତିରିକ୍ତ ଡିଜିପି ଭାବେ କାର୍ଯ୍ୟରତ ରଶ୍ମୀରଞ୍ଜନଙ୍କୁ ଡିଜିପି ଦାୟିତ୍ଵ ମିଳିଛି। ଏନେଇ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୧ ବ୍ୟାଚ୍ର ଏଜିଏମୟୁଟି କ୍ୟାଡର ଓଡ଼ିଆ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାମ୍ମୁକଶ୍ମୀର ଡିଜିପି ଭାବେ କାର୍ଯ୍ୟ କରିବେ।





More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……