ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଥମିବାର ନାଁ ନେଉନାହିଁ ୟୁକ୍ରେନ୍-ରୁଷ ବିବାଦ | ଉଭୟ ଦେଶ ମଧ୍ୟରେ ଚାଲିଛି ଘାମଘୋଟ | ରୁଷିଆ ଆକ୍ରମଣରେ ୟୁକ୍ରେନ୍ର ୭୮ ଶିଶୁଙ୍କ ପ୍ରାଣହାନି ଘଟିଛି। ନିରୀହ ଜନତାଙ୍କ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହି ସଂଖ୍ୟା ପ୍ରାୟ ୯୦୦ ହେବ ବୋଲି ସରକାରୀ ଭାବେ କୁହାଯାଉଛି; ତେବେ ୟୁକ୍ରେନ୍ ମାନବାଧିକାର ସଂଗଠନ କର୍ତ୍ତୃପକ୍ଷଙ୍କ ଦାବି ଅନୁଯାୟୀ, ୭୮ ଶିଶୁଙ୍କର ମୃତ୍ୟୁ ଘଟିଛି। ମାରିଉପୁଲ ଓ ଇର୍ପିନ୍ରେ ଏବେ ଘମାଘୋଟ ଲଢ଼େଇ ଚାଲିଥିବାରୁ ବାସ୍ତବ ମୃତ୍ୟୁ ସଂଖ୍ୟା ଆକଳନ କରାଯାଇପାରି ନାହିଁ। ୟୁକ୍ରେନ୍ର ବିଭିନ୍ନ ଶ୍ମଶାନରେ ଏବେ ସ୍ଥାନାଭାବ ଦେଖାଦେଇଥିବାରୁ ସମୂହ ଶବଦାହ କରାଯାଉଥିବା ପ୍ରକାଶ।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..