ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିରେ ଯୋଗ ଦେଇଛନ୍ତି ସଂତୃପ୍ତ ମିଶ୍ର। ନବୀନ ନିବାସରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ସଂତୃପ୍ତ ମିଶ୍ର ବହୁରାଷ୍ଟ୍ରୀୟ କଂପାନୀରେ କାମ କରୁଥିଲେ। ୨୮ବର୍ଷ ଧରି ସେ ଚାକିରି କରୁଥିଲେ। କିଛିମାସ ତଳେ ସଂତୃପ୍ତ ମିଶ୍ର ଚାକିରି ଛାଡ଼ି ଦେଇଥିଲେ। ସେ ଚାକିରି ଛାଡ଼ି ଓଡ଼ିଶା ଆସିବା ପରେ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗଦେବା ପରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି।






More Stories
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..