ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସତ୍ୟପ୍ରକାଶ ନାୟକ| ଆଜି ଶ୍ରୀ ନାୟକ ନିଜର ଇସ୍ତଫାପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ‘‘ପରିବର୍ତ୍ତନ କଠିନ। କିନ୍ତୁ ଯେଉଁଠି ଆପଣ ଓ ଆପଣଙ୍କ ମୂଲ୍ୟବୋଧକୁ ଅଣଦେଖା କରାଯାଏ, ସେଠାରେ ରହିବା ମଧ୍ୟ କଷ୍ଟକର। କୋହଭରା ହୃଦୟରେ ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି’’।






More Stories
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..
୮ରୁ ସପ୍ଳିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ…..
ମୁଁ ଇସ୍ତଫା ଦେବି ନାହିଁ…..