ଆମ ସହର ବଡ଼ ଖବର ଏସସିବିରେ କ୍ରେନ୍ଭାଙ୍ଗି ୩ ଗୁରୁତର….. Report Card Bureau August 9, 2024 ରିପୋର୍ଟ କାର୍ଡ / କଟକକଟକ ଏସସିବି ସମ୍ପ୍ରସାରଣ କାମ ବେଳେ ଅଘଟଣ ଘଟିଛି | ଆଜି କ୍ରେନ୍ ଛିଡ଼ିବାରୁ ୩ ଶ୍ରମିକ ଗୁରୁତର ହୋଇଛନ୍ତି | ଗୁରୁତର ଆହତ ଙ୍କୁ ଏସ୍ସିବି କାଜୁଆଲଟିରେ ଭର୍ତ୍ତି କରାଯାଇଛି। ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇବା ବେଳେ ଅଘଟଣ ଘଟିଥିବା ଜଣାପଡିଛି |Post navigationPrevious ୩୦ ଟଙ୍କାରେ ଆଳୁ ଦେବେ ସରକାର….Next ଶେଷହେଲା ବଜେଟ ଅଧିବେଶନ,ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ….. August 5, 2026 Report Card Bureau ଆମ ସହର ରାଜ୍ୟ ମହିଳାଙ୍କୁ ଟାଣିନେଲା କୁମ୍ଭୀର….. August 3, 2026 Report Card Bureau ଦେଶ ବିଦେଶ ବଡ଼ ଖବର ଭାଜପା ଛାଡିଲେ ଶେହଜାଦ ପୁନାୱାଲା….. July 31, 2026 Report Card Bureau
More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..