ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ମୋତିହାରିରେ ଏକ ଓଭର ବ୍ରିଜ୍ ତଳେ ଉଡ଼ାଜାହାଜ ଫସି ଯାଇଥିଲା। ଏହି ଦୃଶ୍ୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। କାର୍ଯ୍ୟାନ୍ତର ହୋଇସାରିଥିବା ଏକ ଉଡ଼ାଜାହାଜକୁ ଟ୍ରେଲରରେ ମୁମ୍ବାଇରୁ ଆସାମ ନିଆଯାଉଥିବା ବେଳେ ଓଭର ବ୍ରିଜ୍ ତଳେ ଫସି ଯାଇଥିଲା | କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଥିଲା। ଏହା ପରେ କିଛି ଟ୍ରକ୍ ଡ୍ରାଇଭର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍କ୍ରାପ୍ ଉଡ଼ାଜାହାଜକୁ ଧରି ଟ୍ରେଲ୍ରଟି ପୁଣି ଆସାମ ବାହାରିଥିବା ଜଣାପଡିଛି |






More Stories
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..