ରିପୋର୍ଟ କାର୍ଡ / ଭଦ୍ରକ
ହୋଟେଲ୍ରେ ଚାଲିଥିଲା ଦେହ ବ୍ୟବସାୟ ।ପୋଲିସ ଚଢଉ କରି ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି । ଏପରି ଘଟଣା ଭଦ୍ରକ ଟାଉନ୍ରେ ଦେଖିବାକୁ ମିଳିଥିଲା। ଭଦ୍ରକ ସହର ବାଇପାସ୍ରେ ଥିବା ହୋଟେଲ ଶାଶ୍ୱତରେ ଚାଲିଥିଲା ଦେହ ବେପାର। ବିଶେଷ ସୂତ୍ରରୁ ଖବର ପାଇ ଟାଉନ୍ ଥାନା ପୋଲିସ ଅଚାନକ ଚଢଉ କରିଥିଲା। ଚଢଉ ସମୟରେ ହୋଟେଲରୁ ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏଥିସହ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..