ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏହି ମଧ୍ୟବର୍ତ୍ତୀ ବଜେଟ୍ ସମ୍ପର୍କରେ କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ପର୍ୟ୍ୟନ୍ତ ରେକର୍ଡ ହୋଇଥିବା ସବୁଠାରୁ କମ୍ ବଜେଟ୍ ଭାଷଣ ମଧ୍ୟରୁ ଏହି ବଜେଟ୍ ଭାଷଣ ଅନ୍ୟତମ। ଏଥିରୁ ଅଧିକାଂଶ ସାମ୍ନାକୁ ଆସିଲା ନାହିଁ । ପୁଞ୍ଜି ବିନିଯୋଗ ଯଥେଷ୍ଟ ହ୍ରାସ ପାଇଛି ବୋଲି ସ୍ୱୀକାର ନକରି ସେ ବିଦେଶୀ ପୁଞ୍ଜି ବିନିଯୋଗ ବିଷୟରେ କହିଥିଲେ। ଏହା ଏକ ନରାଶ୍ୟଜନକ ଭାଷଣ ହେବ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..