ରିପୋର୍ଟ କାର୍ଡ / କଟକ
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ଏଏସଆଇ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଆଜି ସତ୍ୟପାଠ ଦାଖଲ କରାଯାଇଛି । ପ୍ରକଳ୍ପ ପାଇଁ ଅନୁମତି ନଥିବା ଏହି ସତ୍ୟପାଠରେ ଉଲ୍ଲେଖ ହୋଇଥିବା ବେଳେ ଜୁନ ୨୦ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଅଧିକ ତଥ୍ୟ ସହିତ ବିସ୍ତୃତ ରିପୋର୍ଟ୍ ଦେବାକୁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସଆଇର ସତ୍ୟପାଠ ଉପରେ ଜବାବ୍ ରଖିବା ଲାଗି ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..